କଂଗ୍ରେସ ଉପରେ ବର୍ଷିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
କଂଗ୍ରେସ ସମୟରେ ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା-କଂଗ୍ରେସ ଉପରେ ବର୍ଷିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ-କଂଗ୍ରେସ ଶାସନ କାଳରେ ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟୁଥିଲା-ପ୍ରମୁଖ ଦେଶର ଏମ୍ବାସୀ ମହିଳାଙ୍କୁ ଓଡ଼ିଶା ନ ଆସିବାକୁ କହିଛନ୍ତି-ଏହା ଆମ ରାଜ୍ୟ ପାଇଁ ଲଜ୍ଜାଜନକ କଥା- ନବୀନ ପଟ୍ଟନାୟକ
