ରିଲ୍ସ ନିଶା
ରିଲ୍ସ ନିଶା: ପାଣିରେ_ବୁଡ଼ି_ଛାତ୍ର_ମୃତ-କୋରାପୁଟରେ ରିଲ୍ସ ସୁଟିଂ ବେଳେ କୋଲାବ ଜଳଭଣ୍ଡାରରେ ବୁଡ଼ି ଛାତ୍ର ମୃତ-ଚକ୍ରଲିଗୁଡ଼ା ଘାଟରେ ବୁଡ଼ି ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ଗଲା ଜୀବନ-୫ ସାଙ୍ଗ ମିଶି ସୁଟିଂ କରୁଥିଲେ, ବର୍ଷା ପରେ ପାଣି ଭିତରକୁ ଯାଇଥିଲେ ଛାତ୍ର-ଅଗ୍ନିଶମ ବାହିନୀ ଦ୍ବାରା ଛାତ୍ରଙ୍କ ମୃତଦେହ ଉଦ୍ଧାର
