ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ୍‌

ଓଲଟିଲା ସିଲିଣ୍ଡର ବୋଝେଇ ଟ୍ରକ୍‌ l ଭୁବନେଶ୍ବରରେ ଓଲଟିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍…..‌ଫାୟାର ଷ୍ଟେସନ ଛକ ଓଭରବ୍ରିଜ୍‌ ଉପରେ ଓଲଟିଲା…..ରାସ୍ତାରେ ଚାରିଆଡ଼େ ଗଡୁଛି ଗ୍ୟାସ୍‌ ସିଲିଣ୍ଡର…..ଟ୍ରକ୍‌ ଓଲଟି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ……କେମିତି ମିନିଟ୍ରକ୍ ଓଲଟିଲା ଜଣାପଡ଼ିନାହିଁ…..

Leave a Reply

Your email address will not be published. Required fields are marked *