ଇଞ୍ଜିନିୟରିଂ କଲେଜ ଛାତ୍ର ବିଶ୍ୱାସ ସ୍ୱାଇଁ ମୃତ୍ୟୁ ଘଟଣାରେ ନୂଆ ଅଭିଯୋଗ

ପୁଅକୁ ରାଗିଂ କରାଯାଉଥିଲା: ବିଶ୍ୱାସଙ୍କ ମାଆ-ଇଞ୍ଜିନିୟରିଂ କଲେଜ ଛାତ୍ର ବିଶ୍ୱାସ ସ୍ୱାଇଁ ମୃତ୍ୟୁ ଘଟଣାରେ ନୂଆ ଅଭିଯୋଗ-କଲେଜରେ ପୁଅକୁ ରାଗିଂ କରାଯାଉଥିବା ଅଭିଯୋଗ କଲେ ଛାତ୍ରଙ୍କ ମାଆ-ହଷ୍ଟେଲ୍‌ରେ ଭଲରେ ଖାଇବାକୁ ଦିଆଯାଉନଥିଲା, ବାହାରୁ କିଣି ଖାଉଥିଲା-୨ ଦିନ ଧରି ହଷ୍ଟେଲ୍‌ ଖାଇବା ନ ଖାଇ ମୋ ପୁଅ ଛତୁଆ ଖାଉଥିଲା-କଲେଜରେ ମୋ ପୁଅକୁ ଏକ ପ୍ରକାର ମାନସିକ ନିର୍ଯାତନ ଦିଆଯାଉଥିଲା

Leave a Reply

Your email address will not be published. Required fields are marked *