ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା
ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା l ବାଲେଶ୍ବରରେ ପ୍ରେମିକାକୁ ଖୁଣ୍ଟରେ ବାନ୍ଧି ପିଟିଲେ ଯୁବତୀଙ୍କ ଘର ଲୋକେ…..ଯୁବକଙ୍କୁ ପ୍ରେମିକା ଘର ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ……ସିମୁଳିଆ ଥାନା ପୁରୁଷୋତ୍ତମ ଗାଁରେ ଚାଞ୍ଚଲ୍ୟକର ଘଟଣା…..ଅଭିଯୋଗ ଆଧାରରେ ଜଣଙ୍କୁ ଅଟକ ରଖିଛି ପୋଲିସ…..
