ମନ୍ଦିରରୁ ୫୦ ଲକ୍ଷର ଅଳଙ୍କାର ଲୁଟ୍‌

ମନ୍ଦିରରୁ ୫୦ ଲକ୍ଷର ଅଳଙ୍କାର ଲୁଟ୍‌-ଖଲ୍ଲିକୋଟ ହନୁମାନ ମନ୍ଦିରରୁ ୫୦ ଲକ୍ଷ ଟଙ୍କାର ଗହଣା ଲୁଟ୍‌-ଛତ୍ରପୁର ଥାନା କୁମାରବେଗପଲ୍ଲୀ ଗାଁ ହନୁମାନ ମନ୍ଦିରରୁ ଚୋରି-ଠାକୁରଙ୍କ ସୁନା, ରୁପା ଅଳଙ୍କାର ସହ ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

Leave a Reply

Your email address will not be published. Required fields are marked *