ସି-ବିଚ୍ ଥାନାର ବଡ଼ ସଫଳତା !

ସି-ବିଚ୍ ଥାନାର ବଡ଼ ସଫଳତା ! ଗତକାଲି ବିଳମ୍ବ ରାତ୍ରି ପ୍ରାୟ 1.୩୦ ମିନିଟ୍ ସମୟରେ ଚୈତନ୍ୟ ଛକଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଲେ ଯେ ୪ ରୁ ୫ ଜଣ ଅସାମାଜିକ ବ୍ୟକ୍ତି ହାପି ହୋସ୍ ଛକ ନିକଟସ୍ଥ ଏକ ପରିତ୍ୟକ୍ତ ଙ୍କ ଘରେ ମାରଣାସ୍ତ୍ର ସହ ଏକତ୍ରିତ ହୋଇ ଡକାୟତି କରିବାପାଇଁ ଯୋଜନା କରୁଥିବା ସମୟରେ ସିବିଚ ଆନାର ପେଟ୍ରୋଲିୟମ ଗାଡି ପହଞ୍ଚି ସେମାନଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ୩ଟି ମାରାତ୍ମକ ଅସ୍ତ୍ର ଓ ଗୋଟିଏ ପାଇପ୍ ରଡ୍ ଆଉ ଗୋଟେ ଆଇରନ୍ କଟର ଓ ୨ଟି ବିୟର ବୋତଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ପଚରା ଉଚରା ବେଳେ ସେମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏକ ସଙ୍ଗଠିତ ଗୋଷ୍ଠି ଭାବେ ମିଳିତ ହୋଇ , ସେଇ ରାତିରେ ଖିମଜୀ ଜୋୟଲର ଡକାୟତ କରିବା ପାଇଁ ପ୍ରସ୍ତୁତ କରୁଥିଲେ । ଏହି ୫ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡାକୟିତ ,ହତ୍ୟା ଉଦ୍ୟମ,ଓ ଛିନତାନି କେସ ରେ ଜଡିତ ଅଛନ୍ତି ବୋଲି ପୁରୀ ସିଟି ଡିଏସ୍ପି ପ୍ରେସ ମିଟ୍ ଜରିଆରେ କରିଥିଲେ।

Leave a Reply

Your email address will not be published. Required fields are marked *