କଂଗ୍ରେସର_ସମର୍ଥନ_ଲୋଡ଼ିଲେ_ବିଜୟ
କଂଗ୍ରେସର_ସମର୍ଥନ_ଲୋଡ଼ିଲେ_ବିଜୟ-ତାମିଲନାଡୁକୁ ନେଇ ବରିଷ୍ଠ କଂଗ୍ରେସ ନେତା କେ.ସି ବେଣୁଗୋପାଳଙ୍କ ସୂଚନା-ସମର୍ଥନ ଦେବାକୁ ବିଜୟ ଅନୁରୋଧ କରିଥିବା କହିଲେ ବେଣୁଗୋପାଳ-ଆସନ୍ତାକାଲି ଚେନ୍ନାଇରେ ତାମିଲନାଡୁ କଂଗ୍ରେସର ବୈଠକ ବସିବ-ବୈଠକରେ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ
