ମମତାଙ୍କୁ_ବହିଷ୍କୃତ_କରିପାରନ୍ତି_ରାଜ୍ୟପାଳ

ମମତାଙ୍କୁ_ବହିଷ୍କୃତ_କରିପାରନ୍ତି_ରାଜ୍ୟପାଳ- ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ଥମିନି ରାଜନୀତି- ନିର୍ବାଚନରେ ନିଜ ଆସନ ଭବାନୀପୁର ସହିତ ଟିଏମସି ପରାଜୟ ବରଣ କରିଛି- ତଥାପି ପରାଜୟକୁ ସ୍ବୀକାର କରୁନାହାନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ- ଖୋଲାଖୋଲି ଭାବେ ଘୋଷଣା କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ବୋଲି କହିଛନ୍ତି- ମମତା ମୁଖ୍ୟମନ୍ତ୍ରୀ ପଦ ନଛାଡ଼ିଲେ ସ୍ବତନ୍ତ୍ର କ୍ଷମତା ବ୍ୟବହାର କରିପାରନ୍ତି ରାଜ୍ୟପାଳ- ମମତାଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ନଥିବାରୁ ସମ୍ବିଧାନର ଧାରା ୧୬୪ ଅନୁଯାୟୀ ତାଙ୍କୁ ବହିଷ୍କୃତ କରିପାରନ୍ତି ରାଜ୍ୟପାଳ ଆର୍ ଏନ ରବି- ତଥାପି ବି ମମତା ଜିଦ୍ଦି କଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୂରାଇ ନଦେବା ପାଇଁ ବି ହୋଇପାରେ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *