୭ରେ_ଶପଥ_ନେବେ_ବିଜୟ
୭ରେ_ଶପଥ_ନେବେ_ବିଜୟ -ଆସନ୍ତା ୭ରେ ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ନେଇପାରନ୍ତି ଶପଥ-TVK ମୁଖ୍ୟ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା-ଚେନ୍ନାଇର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଉତ୍ସବ-୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVKକୁ ମିଳିଛି ୧୦୮ ଆସନ-ମ୍ୟାଜିକ ଫିଗର ୧୧୮ ଠାରୁ ୧୦ଟି ଆସନ ପଛରେ ରହିଛି TVK
