ଚିହ୍ନଟ ହେବ ଜଗନ୍ନାଥ ଜମି

ଚିହ୍ନଟ ହେବ ଜଗନ୍ନାଥ ଜମି-ରାଜ୍ୟ ଭିତରେ ଓ ବାହାରେ ଥିବା ଜଗନ୍ନାଥ ଜମିକୁ ଅଧୀନକୁ ନେବେ ସରକାର-ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି-ପାଖାପାଖି ୩୬ ହଜାର ଏକର ଜମିରୁ ୨୫ ରୁ ୨୬% ଜମି ଦଖଲରେ ରହିଛି-ଲମ୍ବା ସମୟ ଧରି ରହୁଥିବା ଲୋକଙ୍କୁ

ଜମି ସେଟଲମେଣ୍ଟରେ ଦିଆଯିବ-ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ବଡ଼ କର୍ପସ ଫଣ୍ଡ ଗଠନ ହୋଇପାରିବ ।

Leave a Reply

Your email address will not be published. Required fields are marked *