୧୨ରେ ଆସାମରେ ନୂଆ ସରକାର
୧୨ରେ ଆସାମରେ ନୂଆ ସରକାର-ଆସନ୍ତା ୧୦ ତାରିଖରେ ଆସାମ ବିଜେପି ବିଧାୟକ ଦଳ ବୈଠକ-ଜେପି ନଡ୍ଡା ପର୍ଯ୍ୟବେକ୍ଷକ ଓ ନାଏବ ସିଂ ସୈନି ସହ ପର୍ଯ୍ୟବେକ୍ଷକ-୧୨ ତାରିଖ ଦିନ ୧୧ଟାରେ ଶପଥ ନେବ ନୂଆ ସରକାର-ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶପଥ ଉତ୍ସବରେ ଯୋଗ ଦେବେ
