ବେଆଇନ ଚିପ୍ସ ଚାଲାଣ ଅଭିଯୋଗରେ ୨ଜଣ ଗିରଫ
ବେଆଇନ ଚିପ୍ସ ଚାଲାଣ ଅଭିଯୋଗରେ ୨ଜଣ ଗିରଫ । ଆନନ୍ଦପୁରରେ ବେଆଇନ ଚିପ୍ସ ଚାଲାଣ ଅଭିଯୋଗରେ ୨ ମାଫିଆ ଗିରଫ……ବେଆଇନ ଭାବେ ଶତାଧିକ ଟ୍ରିପ୍ ଚିପ୍ସ ଚାଲାଣ ଅଭିଯୋଗରେ ବନ୍ଧାହେଲେ……ଘସିପୁରା ଥାନା ବନ୍ଧ ଗାଁର ୨ ମାଫିଆ ଭାଇ ସୁନନ୍ଦ ପାତ୍ର ଓ ସୁଶାନ୍ତ ପାତ୍ର ଗିରଫ……
