ପୋଲିସ ସାମ୍ନାରେ ପିଟି ମାରିଦେଲେ
ପୋଲିସ ସାମ୍ନାରେ ପିଟି ମାରିଦେଲେ-ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ-ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ପିଟି ପିଟି ମାରିଦେଲେ-ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ -ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଗଲେ-ମୃତକ ଜଣେ ରେଲୱେ କନଷ୍ଟେବଲ ବୋଲି ପ୍ରାରମ୍ଭିକ ସୂଚନା-ମୃତକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ-

ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ -୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଯୁବକଙ୍କୁ ପିଟିଲେ-ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଥାନାରେ ଅଟକ
