ଭିଜିଲାନ୍ସ ଜାଲରେ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ

DATE :05 06 2026: ଲାଞ୍ଚ ନେଉଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ର ଜୁନିୟର ଆସିଷ୍ଟାଣ୍ଟ ଭିଜିଲାନ୍ସ ଦ୍ୱାରା ଗିରଫ. ଗିରଫ ବେକ୍ତି ହେଲେ ଶ୍ରୀକାନ୍ତ ଦାସ. ସେ ବାସୁଦେବ ପୁର ଅଂଚଳ ପ୍ରଶାନ୍ତ ସାହୁ ନାମକ ଜଣେ ବେକ୍ତି ଠାରୁ ତାଙ୍କ ବିଦ୍ୟାଳୟ ର NOC କରାଇ ଦେବା ପାଇଁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ. ତେଣୁ ସେ ବାଧ୍ୟ ହୋଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପି ଙ୍କୁ ଜଣାଇଥିଲେ. ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ ଭଦ୍ରକ ଆସି ଜଗି ରହିଥିଲେ. ଆଜି ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟ ରେ ରହି 10 ଟଙ୍କା ପ୍ରଶାନ୍ତ ସାହୁ ଙ୍କ ଠାରୁ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିନେଇଥିଲେ.ପରେ ତାଙ୍କ ଅଫିସ ରେ ଚଢ଼ାଉ କରି କେତେକ କାଗଜ ପତ୍ର ଜବତ କରିବା ସହିତ ଗିରଫ ହୋଇଥିବା ଶ୍ରୀ ଦାସ ଙ୍କ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରିଛନ୍ତି.BYTE :1-ଚିନ୍ମୟ ରାଉତ (ଭିଜିଲାନ୍ସ ଡ଼ିଏସପି ବାଲେଶ୍ୱର )

Leave a Reply

Your email address will not be published. Required fields are marked *