ନିଟ୍‌ ୟୁଜି ପୁନଃପରୀକ୍ଷା ପାଇଁ ଟେଲିଗ୍ରାମ୍‌ ବନ୍ଦ

ନିଟ୍‌ ୟୁଜି ପୁନଃପରୀକ୍ଷା ପାଇଁ ଟେଲିଗ୍ରାମ୍‌ ବନ୍ଦ-ଦେଶର ପ୍ରମୁଖ ସୋସିଆଲ୍‌ ମିଡ଼ିଆ ‘ଟେଲିଗ୍ରାମ୍‌’ ଭାରତରେ ବନ୍ଦ-ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ଅସ୍ଥାୟୀ ପ୍ରତିବନ୍ଧକ-ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ହେବା ପାଇଁ ଘୋଷଣା-୨୧ ତାରିଖ ନିଟ୍‌ ୟୁଜି-୨୦୨୬ ପୁନଃପରୀକ୍ଷା ପାଇଁ କଟକଣା-ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶକୁ NTAର ସ୍ୱାଗତ

Leave a Reply

Your email address will not be published. Required fields are marked *