କେନ୍ଦୁଝରରେ ଦୁର୍ବୁର୍ତ୍ତକୁ ଏନ୍କାଉଣ୍ଟର-
କେନ୍ଦୁଝରରେ ଦୁର୍ବୁର୍ତ୍ତକୁ ଏନ୍କାଉଣ୍ଟର-କେନ୍ଦୁଝର ମହୁଲଡ଼ିହା ଜଙ୍ଗଲ ନିକଟରେ ଏନ୍କାଉଣ୍ଟର-ପୋଲିସ-ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକ ଗୁଳି ବିନିମୟ-ପୋଲିସ୍ ଗୁଳିରେ ପ୍ରଭାତ ମଲିକ ଗୁରୁତର ଆହତ-ଗୁରୁତର ପ୍ରଭାତ କେନ୍ଦୁଝର ମେଡିକାଲ୍ରେ ଭର୍ତ୍ତି-ପ୍ରଭାତ ନିକଟରୁ ଗୋଟିଏ ବନ୍ଧୁକ ଓ ୧୨ ହଜାର ଟଙ୍କା ଜବତ-ପ୍ରଭାତ ନାଁରେ ୪୦ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା
