ଭଦ୍ରକରେ ଓ୍ୱାର୍ଡ ମେମ୍ୱରଙ୍କୁ ହତ୍ୟା

ଭଦ୍ରକରେ ଓ୍ୱାର୍ଡ ମେମ୍ୱରଙ୍କୁ ହତ୍ୟା-ଭଦ୍ରକ ସରସଦା ପଞ୍ଚାୟତ ୧୩ ନଂ ଓ୍ୱାର୍ଡ ମେମ୍ୱର ଜଗନ ସାହୁଙ୍କୁ ହତ୍ୟା-ପୂର୍ବ ଶତ୍ରୁତାରୁ ଘରକୁ ଫେରିବା ବାଟରେ ମାରଣାସ୍ତ୍ରରେ ଆକ୍ରମଣ-ଆକ୍ରମଣ ପରେ ଓ୍ୱାର୍ଡ ମେମ୍ୱରଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର-ଭଣ୍ଡାରିପୋଖରୀ ପୋଲିସ୍‌ର ତଦନ୍ତ, ୨ ଜଣ ଥାନାରେ ଅଟକ

Leave a Reply

Your email address will not be published. Required fields are marked *