ଅନୁଗୋଳରେ ଡବଲ୍ ଏନ୍କାଉଣ୍ଟର
ଅନୁଗୋଳରେ ଡବଲ୍ ଏନ୍କାଉଣ୍ଟର -ଅନୁଗୋଳରେ ସୁନା ଲୁଟେରାଙ୍କୁ ପୋଲିସ୍ର ଏନ୍କାଉଣ୍ଟର-ସଚିନ୍ ଗେଜ୍ଗେ ଓ ପ୍ରକାଶ ମାଦନେ ନାମକ ଦୁଇ ଲୁଟେରା ପୋଲିସ୍ ଏନକାଉଣ୍ଟରରେ ଗୁରୁତର-ହଣ୍ଡପା ଜଙ୍ଗଲରେ ପୋଲିସ୍-ଲୁଟେରା ଗୁଳି ବିନିମୟ-୨ ଲୁଟେରାଙ୍କୁ କଟକ ଏସ୍ସିବି ମେଡିକାଲ୍ ସ୍ଥାନାନ୍ତର-ତାଳଚେରର ଏକ ଜୁଏଲାରୀରୁ ଚୋରି କରିଥିଲେ ଲୁଟେରା-ପ୍ରାୟ ୨୫୦ ଗ୍ରାମ୍ ସୁନା ଲୁଟ୍ ପରେ ଫେରାର୍ ହୋଇଥିଲେ-୨ ଲୁଟେରାଙ୍କୁ କାବୁ ବେଳେ ହୋଇଥିଲା ଗୁଳି ବିନିମୟ-ଶେଷରେ ଉଭୟଙ୍କୁ ଏନ୍କାଉଣ୍ଟର କରିଥିଲା ପୋଲିସ୍
