ବକେୟା ଭତ୍ତାଦେବା କୁ ମୋହନଙ୍କୁ ନବୀନଙ୍କ_ଚିଠି
-ତିନି ମାସ ଧରି ବନ୍ଦ ଥିବା ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ନବୀନଙ୍କ ଚିଠି
-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ
-ପେନ୍ସନଭୋଗୀଙ୍କ ମଧ୍ୟରେ ଅଛନ୍ତି ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ
-୩ ମାସ ଭତ୍ତା ନ ମିଳିବାରୁ ଅସୁବିଧା, ଅଭାବର ସମ୍ମୁଖୀନ ହୋଇଛନ୍ତି
-ପ୍ରଯୁକ୍ତିଗତ ତ୍ରୁଟି ଯୋଗୁଁ ଲୋକଙ୍କ ଅଧିକାର ବାଧାପ୍ରାପ୍ତ ହେବା ଗ୍ରହଣୀୟ ନୁହେଁ
-କାଳ ବିଳମ୍ବ ନ କରି ତୁରନ୍ତ ବକେୟା ପେନ୍ସନ ମୁକ୍ତ କରିବାକୁ ଦାବି କଲେ
-ଏଭଳି ସ୍ଥିତିର ପୁନରାବୃତ୍ତି ନ ହେବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଅନୁରୋଧ କଲେ
