ପାଉଁଶ_ମାଫିଆ_ବିରୋଧରେ_ଉପବାଚସ୍ପତିଙ୍କ_ଚିଠି
ପାଉଁଶ_ମାଫିଆ_ବିରୋଧରେ_ଉପବାଚସ୍ପତିଙ୍କ_ଚିଠି-ପାଉଁଶ ମାପିଆଙ୍କ ବିରୋଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଉପବାଚସ୍ପତିଙ୍କ ଚିଠି-ତୁରନ୍ତ ପଦକ୍ଷେପ ନେବାକୁ ଚିଠି ଲେଖିଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ-ବେଆଇନ ପାଉଁଶ ପରିବହନ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି-ତୁରନ୍ତ ହସ୍ତକ୍ଷେପ କରି ସ୍ପେଶାଲ ଟାସ୍କଫୋର୍ସ ଗଠନ କରିବାକୁ ପ୍ରସ୍ତାବ ଦେଲେ-ଟାସ୍କଫୋର୍ସ ୨୪ ଘଣ୍ଟା ୩ ପାଳିରେ କାର୍ଯ୍ୟ କରି ନିୟମିତ ପାଟ୍ରୋଲିଂ କରୁ-ବିନା ଅନୁମତିରେ ପାଉଁଶ

ପରିବହନ କରୁଥିବା ଗାଡ଼ିକୁ ଅଟକାଇବାକୁ ନିର୍ଦ୍ଦେଶ-ପ୍ରତି ସପ୍ତାହରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିବେ-ଜିଲ୍ଲାସ୍ତରରେ ଏକ ମନିଟରିଂ ବ୍ୟବସ୍ଥା ଗଠନ କରିବାକୁ ଚିଠିରେ ପ୍ରସ୍ତାବ
