ଆଇଆଇସିଙ୍କୁଘାରିଲାଣି ଗିରଫ_ଭୟ
ଆଇଆଇସିଙ୍କୁଘାରିଲାଣି ଗିରଫ_ଭୟ
- ନିଲମ୍ବିତ ଆଇଆଇସିଙ୍କୁ ଘାରିଲାଣି ଗିରଫଦାରୀର ଭୟ
- ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନାର ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା
- ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ
- ମେ ୨୫ ତାରିଖ ଦିନ ଥାନାରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେଇ ବିବାଦକୁ ଆସିଥିଲେ ଥାନାଧିକାରୀ ସଂଧ୍ୟାରାଣୀ
- ଏହା ପୂର୍ବରୁ କେନ୍ଦ୍ରାପଡା ଓ ଝାରସୁଗୁଡାରେ ବି ବିବାଦ ଘେରକୁ ଆସିଥିଲେ
