ISRO_ମୁଖ୍ୟାଳୟକୁ ବୋମା ଧମକ
ISRO_ମୁଖ୍ୟାଳୟକୁବୋମାଧମକ
-ବେଙ୍ଗାଲୁରୁର ISRO ମୁଖ୍ୟାଳୟକୁ ବୋମା ଧମକ
-ISRO ମୁଖ୍ୟାଳୟକୁ ଉଡ଼ାଇଦେବାକୁ ଇ-ମେଲ୍ରେ ଧମକ
-ବୋମା ଧମକ ପରେ ISRO ମୁଖ୍ୟାଳୟ ଖାଲି କରାଗଲା
-ISRO କ୍ୟାମ୍ପସ୍ରେ ହାଇଆଲର୍ଟ, ସର୍ଚ୍ଚ ଅପରେସନ୍ ଜୋର୍ଦାର୍
-ସର୍ଚ୍ଚ ଅପରେସନ୍ ବେଳେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ସୂଚନା
