IIC_ମୃତ୍ୟୁ_ଘଟଣାରେ_ଉଚ୍ଚସ୍ତରୀୟ_ତଦନ୍ତ_ଦାବି
IIC_ମୃତ୍ୟୁ_ଘଟଣାରେ_ଉଚ୍ଚସ୍ତରୀୟ_ତଦନ୍ତ_ଦାବି-ଚାଉଳିଆଗଞ୍ଜ IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି-ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ-ଉଚ୍ଚସ୍ତରୀୟ ତଦନ୍ତ ସହ ୩୦ ଦିନ ମଧ୍ୟରେ ରିପୋର୍ଟ ସାର୍ବଜନୀନ ଦାବି-ସାଧାରଣ ଅପମୃତ୍ୟୁ ନ ଭାବି ଉଚ୍ଚସ୍ତରୀୟ ତଦନ୍ତ ହେଉ-କାର୍ଯ୍ୟ କ୍ଷେତ୍ରରେ ଚାପ ସହ ପୋଲିସକୁ ଛୁଟି ମିଳୁ ନଥିବା ଅଭିଯୋଗ
