ଶିଶୁ_ଶୋଷଣ_ବିଜ୍ଞାପନ_ପାଇଁ_ମେଟାକୁ_ନୋଟିସ୍
ଶିଶୁ_ଶୋଷଣ_ବିଜ୍ଞାପନ_ପାଇଁ_ମେଟାକୁ_ନୋଟିସ୍-ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ପର୍କିତ ବିଜ୍ଞାପନ ନେଇ ନୋଟିସ୍-ଇନଷ୍ଟାଗ୍ରାମରେ ବିଜ୍ଞାପନ ନେଇ ‘ମେଟା’କୁ କେନ୍ଦ୍ର ସରକାରଙ୍କ ନୋଟିସ୍-୭ ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ-ଇନଷ୍ଟାଗ୍ରାମରେ ଟଙ୍କା ଦିଆଯାଇ ବିଜ୍ଞାପନ ଦିଆଯାଉଥିବା ଅଭିଯୋଗ-ଶୋଷଣ ସମ୍ପର୍କିତ ବିଷୟବସ୍ତୁକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ-ସବୁ ବିଜ୍ଞାପନ ଓ ବିଷୟବସ୍ତୁକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ନିର୍ଦ୍ଦେଶ
