୧୧_ଜଣ_ଅଧିକାରୀଙ୍କ_ବଦଳି

୧୧_ଜଣ_ଅଧିକାରୀଙ୍କ_ବଦଳି-ଗୃହ ଓ ନଗର ଉନ୍ନୟନ ବିଭାଗର ୧୧ ଅଧିକାରୀଙ୍କ ବଦଳି-୫ ମହାନଗର ନିଗମରେ ନୂତନ ଆସିଷ୍ଟାଣ୍ଟ କମିଶନରଙ୍କୁ ନିଯୁକ୍ତି-ବଣାଇ ଅତିରିକ୍ତ ଜିଲ୍ଲାପାଳ ବିକ୍ରାନ୍ତ କୁମାର ପାତ୍ର BMC ଆସିଷ୍ଟାଣ୍ଟ କମିଶନର-ମୟୂରଭଞ୍ଜ ଅତିରିକ୍ତ ଜିଲ୍ଳାପାଳ ମେଘା ଅଗ୍ରୱାଲ CMC ଆସିଷ୍ଟାଣ୍ଟ କମିଶନର-ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅପର୍ଣ୍ଣା ଅପରାଜିତା ଦାସ RMC ଆସିଷ୍ଟାଣ୍ଟ କମିଶନର-ଆଠମଲ୍ଲିକ ସହକାରୀ ଜିଲ୍ଳାପାଳ ସୌମ୍ୟରଞ୍ଜନ ସେଠୀ PMC ଆସିଷ୍ଟାଣ୍ଟ କମିଶନର-ବୁଗୁଡା କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା BEMC ଆସିଷ୍ଟାଣ୍ଟ କମିଶନର l

Leave a Reply

Your email address will not be published. Required fields are marked *