SIRରୁ_କଟିଲା_୨୦ଲକ୍ଷ_ଭୋଟରଙ୍କ_ନାଁ

SIRରୁ_କଟିଲା_୨୦ଲକ୍ଷ_ଭୋଟରଙ୍କ_ନାଁ-ରାଜ୍ୟରେ SIRରୁ କଟିଲା ୨୦ ଲକ୍ଷ ଭୋଟରଙ୍କ ନାଁ-ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନଙ୍କ ସୂଚନା-ରାଜ୍ୟରେ ୩ କୋଟି ୧୩ ଲକ୍ଷ ଭୋଟର ରହିଛନ୍ତି-ଭୁଲରେ ନାଁ କଟିଥିଲେ ପୁଣି ଆବେଦନ କରିପାରିବେ-ୱେବସାଇଟରେ ନାଁ ଅଛି କି ନାହିଁ ଚେକ୍‌ କରିପାରିବେ-ଆଜିଠୁ ଅଗଷ୍ଟ ୪ ଯାଏଁ କରିହେବ ଆପତ୍ତି ଓ ଅଭିଯୋଗ-ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

Leave a Reply

Your email address will not be published. Required fields are marked *