ବଙ୍ଗୋପସାଗରରେ_ଅବପାତ

ବଙ୍ଗୋପସାଗରରେ_ଅବପାତ-ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ-ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ-ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ-ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରୁଛି ଅବପାତ-ଓଡ଼ିଶା ଉପକୂଳକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ-ଚାନ୍ଦବାଲି-ଦିଘା ମଧ୍ୟରେ ବାଲେଶ୍ୱର ନିକଟରୁ ଅତିକ୍ରମ କରିବା ସମ୍ଭାବନା

Leave a Reply

Your email address will not be published. Required fields are marked *