ସମ୍ବିତ_ପାତ୍ରଙ୍କ_ହ୍ବାଟ୍‌ସ_ଆପ୍_ନମ୍ବର_ହ୍ୟାକ୍‌

ସମ୍ବିତ_ପାତ୍ରଙ୍କ_ହ୍ବାଟ୍‌ସ_ଆପ୍_ନମ୍ବର_ହ୍ୟାକ୍‌-ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ବାଟ୍‌ସ ଆପ୍ ନମ୍ବର ହ୍ୟାକ୍‌-ଏନେଇ ନିଜେ ସୂଚନା ଦେଲେ ପୁରୀ ସାଂସଦ ସମ୍ବିତ ପାତ୍ର-ନମ୍ବର ହ୍ୟାକ୍ ପରେ ବିଭିନ୍ନ ମେସେଜ ଦ୍ବାରା ଟଙ୍କା ମଗାଯାଉଥିବା ଅଭିଯୋଗ-ତେଣୁ ଏଭଳି ମେସେଜକୁ ବିଶ୍ବାସ ନ କରିବାକୁ ସମ୍ବିତ ପାତ୍ରଙ୍କ ଅନୁରୋଧ-ଏନେଇ ପୋଲିସକୁ ଅବଗତ କରାଯାଇଥିବା କହିଲେ l

Leave a Reply

Your email address will not be published. Required fields are marked *