ଗୋମାଫିଆ_ଫେରାର_ଘଟଣାରେ_୨_ଜଣ_ପୋଲିସ_ସସ୍‌ପେଣ୍ଡ

ଗୋମାଫିଆ_ଫେରାର_ଘଟଣାରେ_୨_ଜଣ_ପୋଲିସ_ସସ୍‌ପେଣ୍ଡ-ବାଙ୍ଗିରିପୋଷିରେ ଚଢ଼ାଉ ପୂର୍ବରୁ ଗୋମାଫିଆ ଉତ୍ତମ ଦଣ୍ଡପାଟ ଫେରାର ଘଟଣା-ଘଟଣାରେ ୨ ପୋଲିସ ସସ୍‌ପେଣ୍ଡ ସହ ଜଣଙ୍କୁ ସୋକଜ୍‌ ନୋଟିସ-ଗୋମାଫିଆଙ୍କୁ ଚଢ଼ାଉର ସୂଚନା ଦେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ-ଝାରପୋଖରିଆ ଥାନାର ASI ରଞ୍ଜିତ ନାୟକଙ୍କୁ ସସ୍‌ପେଣ୍ଡ-କନଷ୍ଟେବଳ ଆଶିଷ ନାୟକ ନିଲମ୍ବିତ, ସୁବ୍ରତ ପାଢ଼ୀଙ୍କୁ ନୋଟିସ-ଜୁନ ୧୩ ରାତିରେ ଗୋମାଫିଆ ଘରେ ରେଡ୍ କରିଥିଲା ପୋଲିସ-ପୋଲିସ ଚଢ଼ାଉ ପୂର୍ବରୁ ଖବର ପାଇ ଚମ୍ପଟ ମାରିଥିଲା ଦଣ୍ଡପାଟ

Leave a Reply

Your email address will not be published. Required fields are marked *