_୨_ନୂଆ_ଟ୍ରେନର_ଶୁଭାରମ୍ଭ
_୨_ନୂଆ_ଟ୍ରେନର_ଶୁଭାରମ୍ଭ-ପୁରୀ-କୋରାପୁଟ ଏକ୍ସପ୍ରେସ ଓ ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ-ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ-ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ଭେଟି-ପୁରୀ ରେଳଷ୍ଟେସନରୁ ‘ପୁରୀ-କୋରାପୁଟ ସ୍ପେଶାଲ’-ବ୍ରହ୍ମପୁର ରେଳଷ୍ଟେସନରୁ ‘ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ସ୍ପେଶାଲ’-ଦୁଇଟି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯିବ
