ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା।

ଇନ୍ସପେକ୍ଟର ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା।ବଡ଼ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ……ସେ କହିଛନ୍ତି,ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିଛି ତଥ୍ୟ ମିଳିବା ନେଇ ଆଶା କରାଯାଉଛି……..ତେଣୁ ଅଯଥାରେ କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ କହିଲେ ଡିସିପି…….ଏହି ଘଟଣାରେ ୨ ଜଣ ଆଇଆଇସି,ଜଣେ ଏସପି ଓ ଅତିରିକ୍ତ ଡିସିପି ଘଟଣାର ତଦନ୍ତ କରୁଛନ୍ତି…….ସ୍ୱାମୀଙ୍କ ସହ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି……ବିୟୁଟି ମହାନ୍ତିଙ୍କ ଯେଉଁ ମୋବାଇଲ ଜବତ ହୋଇଛି…….ତାକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି କହିଲେ ଡିସିପି……..

Leave a Reply

Your email address will not be published. Required fields are marked *