ସୌମ୍ୟ_ହତ୍ୟା_ଘଟଣାରେ_ଜେଲ୍ରେ_କ୍ରାଇମବ୍ରାଞ୍ଚର_ଜେରା
ସୌମ୍ୟ_ହତ୍ୟା_ଘଟଣାରେ_ଜେଲ୍ରେ_କ୍ରାଇମବ୍ରାଞ୍ଚର_ଜେରା-ସୌମ୍ୟ ହତ୍ୟା ମାମଲାରେ ଝାରପଡ଼ା ଜେଲରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍-ଗିରଫ ହୋଇଥିବା ୨୦ ଅଭିଯୁକ୍ତଙ୍କୁ ଜେଲ ଭିତରେ କ୍ରାଇମବ୍ରାଞ୍ଚର ଜେରା-କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କୁ ଜେରା l
