ରାହୁଲଙ୍କ_ଭିଜନରେ_କାମ_କରୁ_ନାହାନ୍ତି_ଭକ୍ତ
ରାହୁଲଙ୍କ_ଭିଜନରେ_କାମ_କରୁ_ନାହାନ୍ତି_ଭକ୍ତ: #ସୋଫିଆ-ପୁଣି ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଲେ ସୋଫିଆ ଫିର୍ଦ୍ଦୋସ୍-ପିସିସି ସଭାପତି ଯେଉଁଭଳି ଦାୟିତ୍ୱ ନେଇ କାମ କରିବା କଥା କରୁନାହାନ୍ତି-ରାହୁଲ ଗାନ୍ଧୀଙ୍କ ଯେଉଁ ଭିଜନ୍ ଅଛି କାମ କରିବାର, ତାହା କରୁ ନାହାନ୍ତି-ବଡ଼ ବଡ଼ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରି ପାରୁନାହିଁ-ବହି ଇସୁ ହେଉ କି ସିଜିମାଳୀ,ଲୋକଙ୍କ ପାଇଁ ଛିଡ଼ା ହେବାର ଭଲ ସୁଯୋଗ-ବିଜେଡି ଦୁର୍ବଳ ହୋଇଯାଇଛି,ଏସମୟରେ କଂଗ୍ରେସ ପାଇଁ ସୁଯୋଗ ଅଛି l
