ଫକିର_ମୋହନ_ବିଶ୍ୱବିଦ୍ୟାଳୟରେ_ଉତ୍ତେଜନା

ଫକିର_ମୋହନ_ବିଶ୍ୱବିଦ୍ୟାଳୟରେ_ଉତ୍ତେଜନା-ବାଲେଶ୍ୱର ଫକିର ମୋହନ ବିଶ୍ୱବିଦ୍ୟାଳୟରେ ବିଳମ୍ୱିତ ରାତିରେ ଉତ୍ତେଜନା-ଘରୋଇ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ-ବିଶ୍ୱବିଦ୍ୟାଳୟର କିଛି ଛାତ୍ର ମାଡ଼ ମାରିଥିବା ଅଭିଯୋଗ-ଉତ୍ତେଜନା ଭିତରେ ଚେତାଶୂନ୍ୟ ହେଲେ କୁଳପତି-ପରୀକ୍ଷା ବିଳମ୍ବକୁ

ନେଇ ଆନ୍ଦୋଳନ କରୁଥିଲେ ନର୍ସିଂ ଛାତ୍ରଛାତ୍ର-୭ମ ଓ ୮ମ ସେମିଷ୍ଟର ବିଶ୍ୱବିଦ୍ୟାଳୟ କରୁନଥିବାରୁ ଧାରଣା ଦେଇଥିଲେ-ରାତିରେ କୁଳପତିଙ୍କ ସହ ଆଲୋଚନା ବେଳେ ଉତ୍ତେଜନା ପରିସ୍ଥିତି l

Leave a Reply

Your email address will not be published. Required fields are marked *