ନିର୍ବାହୀ ଯନ୍ତ୍ରୀ ସଂଜୟ କିସ ପଟ୍ଟା ଗିରଫ
ନିର୍ବାହୀଯନ୍ତ୍ରୀସଂଜୟକିସପଟ୍ଟାଗିରଫ
-ଗିରଫ ହେଲେ OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟା
-ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ
-ଗତକାଲି ବାବୁଙ୍କ ଘରେ ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ ହୋଇଥିଲା
-୪୬ ଲକ୍ଷ ଟଙ୍କାର ଜମାରାଶି ସହ ନଗଦ ୧.୧୬ ଲକ୍ଷ ଟଙ୍କା ମିଳିଥିଲା
-୩୨୬ ଗ୍ରାମ ସୁନା ଓ ୧ କେଜିରୁ ଅଧିକ ରୁପା ଅଳଙ୍କାର ଠାବ ହୋଇଥିଲା
-୯ଟି ପ୍ଲଟ୍ ସହ ୨୩ ରୁମ୍ ବିଶିଷ୍ଟ ଥ୍ରି ଷ୍ଟାର୍ ହୋଟେଲ୍ ଠାବ ହୋଇଥିଲା
