ଲାଞ୍ଚ_ଟଙ୍କା_ଧରି_ASI_ଛୁ

ଲାଞ୍ଚ_ଟଙ୍କା_ଧରି_ASI_ଛୁ : #ଖୋଜୁଛି_ଭିଜିଲାନ୍ସ-ଭୁବନେଶ୍ବରରେ ଭିଜିଲାନ୍ସ ଟିମ୍‌କୁ ଦେଖି ଲାଞ୍ଚ ଟଙ୍କା ଧରି ପୋଲିସ୍‌ ASI ଛୁ-ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ASI ଅକ୍ଷୟ କୁମାର ସେଠୀ ବାଇକ୍‌ରେ ଫେରାର-ଜମି ବିବାଦ ମାମଲାର ଫଇସଲା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ASI-ଫେରାର ASIଙ୍କୁ ଧରିବା ଲାଗି ASIଙ୍କ ବିଭିନ୍ନ ଠିକଣାରେ ଚଢାଉ ଜାରି l

Leave a Reply

Your email address will not be published. Required fields are marked *