ଭିଜିଲାନ୍ସ_ଜାଲରେ_ଆଉ_ଜଣେ_ବାବୁ

ଭିଜିଲାନ୍ସ_ଜାଲରେ_ଆଉ_ଜଣେ_ବାବୁ-ଫସିଲେ ପୂର୍ବତନ କୋରାପୁଟ PAITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ-ଭିଜିଲାନ୍ସ ଜାଲରେ ପୂର୍ବତନ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କେଶକୋଟା-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ-ଏବେ ଭୁବନେଶ୍ୱର OCCର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି ସଞ୍ଜୟ -କୋରାପୁଟରେ ଥିବା ହୋଟେଲ ଓ ଭଡ଼ାଘରେ ଚାଲିଛି ଚଢ଼ାଉ-ଭୁବନେଶ୍ୱରରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ସୂଚନା

Leave a Reply

Your email address will not be published. Required fields are marked *