ମର୍ସିଡିଜ_ଡ୍ରାଇଭର୍_ଘର_ଆଗରେ_ଧାରଣା
ମର୍ସିଡିଜ_ଡ୍ରାଇଭର୍_ଘର_ଆଗରେ_ଧାରଣା-ଭୁବନେଶ୍ୱର ଶାସ୍ତ୍ରୀ ନଗର ଛକରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣା-ଜୟଦେବ ବିହାର ମର୍ସିଡିଜ ଡ୍ରାଇଭର୍ ଘର ଆଗରେ ମୃତ ସଂପର୍କୀୟଙ୍କ ଧାରଣା-କ୍ଷତିପୂରଣ ଓ ନ୍ୟାୟ ଦାବିରେ ମୃତକଙ୍କ ପତ୍ନୀ,ଭଉଣୀ ଓ ସଂପର୍କୀୟଙ୍କ ଧାରଣା-୧୩ ତାରିଖ ରାତିରେ ଶାସ୍ତ୍ରୀନଗର ଛକରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା l
