ଆଡ଼ପ_ଦର୍ଶନ_୬ଘଣ୍ଟା_ବନ୍ଦ

#ଆଡ଼ପ_ଦର୍ଶନ_୬ଘଣ୍ଟା_ବନ୍ଦ-ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ଆଡ଼ପ ଦର୍ଶନ ୬ ଘଣ୍ଟା ବନ୍ଦ-ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ-ରାତି ୯ଟାରୁ ବିଳମ୍ବିତ ରାତି ୩ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ-ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଦର୍ଶନ ବନ୍ଦ l

Leave a Reply

Your email address will not be published. Required fields are marked *