ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଶ୍ରୀ ଅଶ୍ୱିନୀ ବୈଷ୍ଣବ

ରଥଯାତ୍ରା ଭିଡ଼ ପରିଚାଳନା ପାଇଁ ଚଳିତ ବର୍ଷ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ: ଶ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି। ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ରବ କହିଛନ୍ତି, ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ କରୁଛି। ଏହି ସମୟରେ ନୂଆ ସେବା ଆରମ୍ଭ କରାଯିବା ସହ ବିଦ୍ୟମାନ ଟ୍ରେନ୍ ସେବାର ସମ୍ପ୍ରସାରଣ ମଧ୍ୟ କରାଯାଇଥାଏ। ସେବାଗୁଡ଼ିକର ବାରମ୍ବାରତା ମଧ୍ୟ ବୃଦ୍ଧି କରାଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ, ବିଦ୍ୟମାନ ଟ୍ରେନ୍ ସେବାର କୋଚ୍ ବୃଦ୍ଧି ମଧ୍ୟ କରାଯାଇଥାଏ। ଏହିକ୍ରମରେ ପୁରୀରେ ରେଳସେବା ଲାଗି ଯେଉଁ ନିୟମିତ ଟ୍ରେନ ସୁବିଧା ଯୋଗାଇ ଦିଆଯାଉଛି ତାହାର ଏକ ବିବରଣୀ ମଧ୍ୟ ମନ୍ତ୍ରୀ ବୈଷ୍ଣବ ରାଜ୍ୟସଭାରେ ପ୍ରଦାନ କରିଛନ୍ତି। ଏହି ତାଲିକା ନିମ୍ନରେ ପ୍ରଦାନ କରାଗଲା: କ୍ରମିକ ସଂଖ୍ୟାଟ୍ରେନ୍ ନମ୍ବର ଏବଂ ନାମ୧୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍୨୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍୩୨୨୮୯୫ ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍୪୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍୫୧୨୨୭୭ ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍୬୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ୍୭୨୨୨୦୧ ଶିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ୍୮୨୨୨୦୨ ପୁରୀ-ଶିଆଲଦା ଦୁରନ୍ତୋ ଏକ୍ସପ୍ରେସ୍୯୨୨୮୮୩ ପୁରୀ-ୟଶବନ୍ତପୁର ଗରୀବ ରଥ ଏକ୍ସପ୍ରେସ୍୧୦୨୨୮୮୪ ୟଶବନ୍ତପୁର-ପୁରୀ ଗରୀବ ରଥ ଏକ୍ସପ୍ରେସ୍୧୧୧୨୧୪୫ ଲୋକମାନ୍ୟ ତିଲକ (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୧୨୧୨୧୪୬ ପୁରୀ-ଲୋକମାନ୍ୟ ତିଲକ (ଟର୍ମିନସ) ଏକ୍ସପ୍ରେସ୍୧୩୧୨୮୦୧ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍୧୪୧୨୮୦୨ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୧୫୧୨୮୧୫ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍୧୬୧୨୮୧୬ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୧୭୧୨୮୨୧ ହାୱଡ଼ା-ପୁରୀ ଏକ୍ସପ୍ରେସ୍୧୮୧୨୮୨୨ ପୁରୀ-ହାୱଡ଼ା ଏକ୍ସପ୍ରେସ୍୧୯୧୨୮୩୭ ହାୱଡ଼ା-ପୁରୀ ଏକ୍ସପ୍ରେସ୍୨୦୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍୨୧୧୨୮୪୩ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍୨୨୧୨୮୪୪ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍୨୩୧୨୮୭୫ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍୨୪୧୨୮୭୬ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୨୫୧୨୮୮୧ ଶାଲିମାର-ପୁରୀ ଗରୀବ ରଥ ଏକ୍ସପ୍ରେସ୍୨୬୧୨୮୮୨ ପୁରୀ-ଶାଲିମାର ଗରୀବ ରଥ ଏକ୍ସପ୍ରେସ୍୨୭୧୨୮୮୭ ଶାଲିମାର-ପୁରୀ ଏକ୍ସପ୍ରେସ୍୨୮୧୨୮୮୮ ପୁରୀ-ଶାଲିମାର ଏକ୍ସପ୍ରେସ୍୨୯୧୨୮୯୫ ଶାଲିମାର-ପୁରୀ ଏକ୍ସପ୍ରେସ୍୩୦୧୨୮୯୬ ପୁରୀ-ଶାଲିମାର ଏକ୍ସପ୍ରେସ୍୩୧୧୨୯୯୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍୩୨୧୨୯୯୪ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍୩୩୧୫୬୩୯ ପୁରୀ-କାମାକ୍ଷା ଏକ୍ସପ୍ରେସ୍୩୪୧୫୬୪୦ କାମାକ୍ଷା-ପୁରୀ ଏକ୍ସପ୍ରେସ୍୩୫୧୫୬୪୩ ପୁରୀ-କାମାକ୍ଷା ଏକ୍ସପ୍ରେସ୍୩୬୧୫୬୪୪ କାମାକ୍ଷା-ପୁରୀ ଏକ୍ସପ୍ରେସ୍୩୭୧୭୪୭୯ ପୁରୀ-ତିରୁପତି ଏକ୍ସପ୍ରେସ୍୩୮୧୭୪୮୦ ତିରୁପତି-ପୁରୀ ଏକ୍ସପ୍ରେସ୍୩୯୧୮୦୧୭ ଭଞ୍ଜପୁର-ପୁରୀ ଏକ୍ସପ୍ରେସ୍୪୦୧୮୦୧୮ ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍୪୧୧୮୦୩୯ ଶାଲିମାର-ପୁରୀ ଏକ୍ସପ୍ରେସ୍୪୨୧୮୦୪୦ ପୁରୀ-ଶାଲିମାର ଏକ୍ସପ୍ରେସ୍୪୩୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ୍୪୪୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ୍୪୫୧୮୩୦୩ ସମ୍ବଲପୁର-ପୁରୀ ଏକ୍ସପ୍ରେସ୍୪୬୧୮୩୦୪ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍୪୭୧୮୪୦୧ ବଙ୍ଗରିପୋଷି-ପୁରୀ ଏକ୍ସପ୍ରେସ୍୪୮୧୮୪୦୨ ପୁରୀ-ବଙ୍ଗରିପୋଷି ଏକ୍ସପ୍ରେସ୍୪୯୧୮୪୦୫ ପୁରୀ-ପାଟନା ଜଙ୍କସନ୍ ଏକ୍ସପ୍ରେସ୍୫୦୧୮୪୦୬ ପାଟନା ଜଙ୍କସନ୍-ପୁରୀ ଏକ୍ସପ୍ରେସ୍୫୧୧୮୪୦୭ ପୁରୀ-କୋରାପୁଟ ଜଙ୍କସନ୍ ଏକ୍ସପ୍ରେସ୍୫୨୧୮୪୦୮ କୋରାପୁଟ ଜଙ୍କସନ୍-ପୁରୀ ଏକ୍ସପ୍ରେସ୍୫୩୧୮୪୦୯ ଶାଲିମାର-ପୁରୀ ଏକ୍ସପ୍ରେସ୍୫୪୧୮୪୧୦ ପୁରୀ-ଶାଲିମାର ଏକ୍ସପ୍ରେସ୍୫୫୧୮୪୧୩ ପାରାଦୀପ-ପୁରୀ ଏକ୍ସପ୍ରେସ୍୫୬୧୮୪୧୪ ପୁରୀ-ପାରାଦୀପ ଏକ୍ସପ୍ରେସ୍୫୭୧୮୪୧୫ ବାରବିଲ-ପୁରୀ ଏକ୍ସପ୍ରେସ୍୫୮୧୮୪୧୬ ପୁରୀ-ବାରବିଲ ଏକ୍ସପ୍ରେସ୍୫୯୧୮୪୧୭ ପୁରୀ-ଗୁଣୁପୁର ଏକ୍ସପ୍ରେସ୍୬୦୧୮୪୧୮ ଗୁଣୁପୁର-ପୁରୀ ଏକ୍ସପ୍ରେସ୍୬୧୧୮୪୧୯ ପୁରୀ-ଜୟନଗର ଏକ୍ସପ୍ରେସ୍୬୨୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍୬୩୧୮୪୨୧ ପୁରୀ-ସୋନପୁର ଏକ୍ସପ୍ରେସ୍୬୪୧୮୪୨୨ ସୋନପୁର-ପୁରୀ ଏକ୍ସପ୍ରେସ୍୬୫୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ୍୬୬୧୮୪୨୬ ଦୁର୍ଗ-ପୁରୀ ଏକ୍ସପ୍ରେସ୍୬୭୧୮୪୨୭ ପୁରୀ-ଆନନ୍ଦ ବିହାର (ଟର୍ମିନସ) ଏକ୍ସପ୍ରେସ୍୬୮୧୮୪୨୮ ଆନନ୍ଦ ବିହାର (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୬୯୧୮୪୪୯ ପୁରୀ-ପାଟନା ଜଙ୍କସନ୍ ଏକ୍ସପ୍ରେସ୍୭୦୧୮୪୫୦ ପାଟନା ଜଙ୍କସନ୍-ପୁରୀ ଏକ୍ସପ୍ରେସ୍୭୧୧୮୪୫୧ ହାଟିଆ-ପୁରୀ ଏକ୍ସପ୍ରେସ୍୭୨୧୮୪୫୨ ପୁରୀ-ହାଟିଆ ଏକ୍ସପ୍ରେସ୍୭୩୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ ଏକ୍ସପ୍ରେସ୍୭୪୧୮୪୭୮ ଯୋଗ ନଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ୍୭୫୨୦୪୭୧ ଶ୍ରୀ ଗଙ୍ଗାନଗର-ପୁରୀ ଏକ୍ସପ୍ରେସ୍୭୬୨୦୪୭୨ ପୁରୀ-ଶ୍ରୀ ଗଙ୍ଗାନଗର ଏକ୍ସପ୍ରେସ୍୭୭୨୦୮୧୩ ପୁରୀ-ଯୋଧପୁର ଏକ୍ସପ୍ରେସ୍୭୮୨୦୮୧୪ ଯୋଧପୁର-ପୁରୀ ଏକ୍ସପ୍ରେସ୍୭୯୨୦୮୧୯ ପୁରୀ-ଓଖା ଏକ୍ସପ୍ରେସ୍୮୦୨୦୮୨୦ ଓଖା-ପୁରୀ ଏକ୍ସପ୍ରେସ୍୮୧୨୦୮୨୩ ପୁରୀ-ଅଜମେର ଜଙ୍କସନ୍ ଏକ୍ସପ୍ରେସ୍୮୨୨୦୮୨୪ ଅଜମେର ଜଙ୍କସନ୍-ପୁରୀ ଏକ୍ସପ୍ରେସ୍୮୩୨୦୮୫୭ ପୁରୀ-ସାଇନଗର ଶିରଡ଼ି ଏକ୍ସପ୍ରେସ୍୮୪୨୦୮୫୮ ସାଇନଗର ଶିରଡ଼ି-ପୁରୀ ଏକ୍ସପ୍ରେସ୍୮୫୨୦୮୬୧ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍୮୬୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍୮୭୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ୍୮୮୨୦୯୧୮ ପୁରୀ-ଇନ୍ଦୋର ଏକ୍ସପ୍ରେସ୍୮୯୨୨୮୨୭ ପୁରୀ-ସୁରଟ ଏକ୍ସପ୍ରେସ୍୯୦୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ୍୯୧୨୨୮୩୫ ଶାଲିମାର-ପୁରୀ ଏକ୍ସପ୍ରେସ୍୯୨୨୨୮୩୬ ପୁରୀ-ଶାଲିମାର ଏକ୍ସପ୍ରେସ୍୯୩୨୨୮୫୯ ପୁରୀ-ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍୯୪୨୨୮୬୦ ଏମ୍‌ଜିଆର୍ ଚେନ୍ନାଇ ସେଣ୍ଟ୍ରାଲ୍-ପୁରୀ ଏକ୍ସପ୍ରେସ୍୯୫୨୨୮୬୫ ଲୋକମାନ୍ୟ ତିଲକ (ଟର୍ମିନସ)-ପୁରୀ ଏକ୍ସପ୍ରେସ୍୯୬୨୨୮୬୬ ପୁରୀ-ଲୋକମାନ୍ୟ ତିଲକ (ଟର୍ମିନସ) ଏକ୍ସପ୍ରେସ୍୯୭୨୨୮୮୯ ଦିଘା-ପୁରୀ ଏକ୍ସପ୍ରେସ୍୯୮୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ୍୯୯୨୨୯୦୯ ଭଲସାଡ଼-ପୁରୀ ଏକ୍ସପ୍ରେସ୍୧୦୦୨୨୯୧୦ ପୁରୀ-ଭଲସାଡ଼ ଏକ୍ସପ୍ରେସ୍୧୦୧୨୨୯୭୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍୧୦୨୨୨୯୭୪ ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍୧୦୩୬୮୪୦୩ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ (MEMU)୧୦୪୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ (MEMU)୧୦୫୬୮୪୦୯ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ (MEMU)୧୦୬୬୮୪୧୦ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ (MEMU)୧୦୭୬୮୪୧୩ ତାଳଚେର-ପୁରୀ ମେମୁ (MEMU)୧୦୮୬୮୪୧୪ ପୁରୀ-ତାଳଚେର ମେମୁ (MEMU)୧୦୯୬୮୪୧୫ କଟକ-ପୁରୀ ମେମୁ (MEMU)୧୧୦୬୮୪୧୬ ପୁରୀ-କଟକ ମେମୁ (MEMU)୧୧୧୬୮୪୨୧ ଅନୁଗୋଳ-ପୁରୀ ମେମୁ (MEMU)୧୧୨୬୮୪୨୨ ପୁରୀ-ଅନୁଗୋଳ ମେମୁ (MEMU)୧୧୩୬୮୪୪୧ ଜଳେଶ୍ୱର-ପୁରୀ ମେମୁ (MEMU)୧୧୪୬୮୪୪୨ ପୁରୀ-ଜଳେଶ୍ୱର ମେମୁ (MEMU)୧୧୫୬୮୪୪୯ ପୁରୀ-ଦଶପଲ୍ଲା ମେମୁ (MEMU)୧୧୬୬୮୪୫୦ ଦଶପଲ୍ଲା-ପୁରୀ ମେମୁ (MEMU)ଏହା ସହିତ, ପାର୍ବଣ ଋତୁ, ପର୍ବପର୍ବାଣି, ଧାର୍ମିକ ସମାବେଶ ଇତ୍ୟାଦି ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି, ଟ୍ରାଫିକ୍‌ର ଧାରା, ବ୍ୟାବସାୟିକ ଯୌକ୍ତିକତା, ପରିଚାଳନାଗତ ସମ୍ଭାବନା ଏବଂ ସମ୍ବଳର ଉପଲବ୍ଧତାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରେ ଏବଂ ବିଦ୍ୟମାନ ସେବାଗୁଡ଼ିକର କୋଚ୍ ବୃଦ୍ଧି କରିଥାଏ ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ରଥଯାତ୍ରା ଉତ୍ସବ ସମୟରେ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ, ୨୦୨୨ ରୁ ୨୦୨୫ ବର୍ଷ ମଧ୍ୟରେ ଟ୍ରେନ ଚଳାଚଳ ସମ୍ପର୍କରେ ବିବରଣୀ ପ୍ରଦାନ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ୫ ବର୍ଷ ଭିତରେ ହୋଇଥିବା ରଥଯାତ୍ରା ଭିଡ଼ ପରିଚାଳନା ଲାଗି ପ୍ରାୟ ୧୦୭୫ ଟି ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍‍ କରିଥିଲା। ଏଥିରରୁ ୨୦୨୨ ମସିହାରେ ୧୯୨ଟି ସ୍ୱତନ୍ତ୍ର ଟ୍ରେନ ଟ୍ରିପ କରିଥିବା ବେଳେ ୨୦୨୩ରେ ୧୯୪, ୨୦୨୪ରେ ୩୨୩ ଏବଂ ୨୦୨୫ରେ ୩୬୫ ସ୍ୱତନ୍ତ୍ର ଟ୍ରେନ ଟ୍ରିପ୍‍ କରିଥିଲା।

Leave a Reply

Your email address will not be published. Required fields are marked *