ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ତା ୨୮.୭.୨୦୨୬ ରିଖରେ ଅପରାହ୍ନ ୩.00 ଘଟିକା ସମୟରେ ବେଟ୍ରିକ୍ସ ଉଚ ବିଦ୍ୟାଳୟ ଠାରେ NALSA JAGRITI SCHEME(Justice awareness for Grassroot Information and Transparecy Initiative) & NALSA (SPRUHA) Scheme-2025 Suppoorting Potential and
Resilience of the Unseen, Held-back and affected ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି I ଆଜିର ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ତୃଣାମୂଳ ସ୍ତରରେ ଆଇନ ସମ୍ପର୍କିତ ସଚେତନା ସୃଷ୍ଟିକରିବା ଏହାର ମୁଖ୍ୟ ଉଦେଶ୍ୟ ମାଗଣା ଆଇନ ସେବା, ଆଇନ ସାକ୍ଷରତା ,ଆଇନ ସେବା ସମ୍ପର୍କରେ ସଚେତନତା , ଲୋକ ଅଦାଲତ, ମଧ୍ୟସ୍ଥତା ଥିବା ବିଭିର୍ନ ଆଇନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ବେଟ୍ରିକ୍ସ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୁଲୁ ବିରେନ୍ଦର କୁଜୁର, ଶିକ୍ଷକ ବିଜୟ କୁମାର ଶତପଥୀ ସହ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ସଦ/-
ସଚିବ ,
ଜିଲ୍ଲା ଆଇନ ସେବା ପ୍ରାଧିକରଣର, ପୁରୀ

     Memo No.   2851   /dt.28 .1.2026
    Copy forwarded to the DIPRO, Puri for information and necessary action with request to circulate the same among the print/electronic media for wide publication.
                                                                                                               Sd/-
                                                                             Secretary,D.L.S.A.,Puri.

Leave a Reply

Your email address will not be published. Required fields are marked *