ଟ୍ରାକ୍‌ରେ ପାଣି ପାଇଁ ଅଟକି ରହିଛି_ଟ୍ରେନ୍‌

-କେନ୍ଦୁଝରରେ ଲଗାଣ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
-କେନ୍ଦୁଝରଗଡ଼ ଷ୍ଟେସନରେ ଅଟକି ରହିଛି ବଡ଼ବିଲ୍-ପୁରୀ ଏକ୍ସପ୍ରେସ୍‌
-ନରଣପୁର ଷ୍ଟେସନରେ ଅଟକି ରହିଛି ପୁରୀ- ବଡ଼ବିଲ୍ ଏକ୍ସପ୍ରେସ୍‌
-ଏହି ଦୁଇ ଷ୍ଟେସନରେ ଅଟକି ରହିଛି କିଛି ମାଲବାହୀ ଟ୍ରେନ୍

Leave a Reply

Your email address will not be published. Required fields are marked *