ପ୍ରେମିକା_ପାଇଁ_ପ୍ରେମିକର_ହାଇଡ୍ରାମା-

ପ୍ରେମିକା_ପାଇଁ_ପ୍ରେମିକର_ହାଇଡ୍ରାମା-କେନ୍ଦୁଝରରେ ପ୍ରେମିକାକୁ ପାଇବା ପାଇଁ ଯୁବକଙ୍କ ହାଇଡ୍ରାମା-ନିର୍ମାଣାଧୀନ ମନ୍ଦିର ଉପରକୁ ଚଢ଼ି ଜୀବନ ହାରିବାକୁ ଯୁବକଙ୍କ ଧମକ-ହରିଚନ୍ଦନପୁରରେ ଅଭାବନୀୟ ଘଟଣା,ନାକେଦମ୍‌ ପୋଲିସ, ଅଗ୍ନିଶମ ଟିମ୍-ନିକଟରେ ଯୁବକ ଯୁବତୀ ଘରୁ ଫେରାର ହୋଇ ଯାଇଥିଲେ-ପରିବାରର ବୁଝାସୁଝା ପରେ ଉଭୟ ଘରକୁ ଫେରିଥିଲେ-ମାତ୍ର ଯୁବତୀଙ୍କୁ ବିବାହ ନ କରାଇ ଘର ଲୋକ ନେଇଯିବାରୁ ଯୁବକଙ୍କ ହାଇଡ୍ରାମା l

Leave a Reply

Your email address will not be published. Required fields are marked *