ବନ୍ୟାଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବାବେଳେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଚାଲିଗଲା ଅଗ୍ନିଶମ ଯବାନ
ବନ୍ୟାଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବାବେଳେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଚାଲିଗଲା ଅଗ୍ନିଶମ ଯବାନ ଚନ୍ଦନ ପଟ୍ଟନାୟକଙ୍କ ଜୀବନ……କେନ୍ଦୁଝରର ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ବନ୍ୟାଞ୍ଚଳରେ ନିୟୋଜିତ ଥିବାବେଳେ ଏକ ଅଭାବନୀୟ ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଛି……କିଛି ବର୍ଷ ତଳେ ଚାକିରିରେ ଯୋଗ ଦେଇଥିବା ଚନ୍ଦନ ପଟ୍ଟନାୟକ ବେଶ୍ ସାହସୀ ଓ କର୍ମବୀର ଥିଲେ…..ଓମ ଶାନ୍ତି l
