ଶୀଘ୍ର_ଶେଷକର_ବନ୍ୟା_ପରବର୍ତ୍ତୀ_କାର୍ଯ୍ୟ
ଶୀଘ୍ର_ଶେଷକର_ବନ୍ୟା_ପରବର୍ତ୍ତୀ_କାର୍ଯ୍ୟ-ବନ୍ୟାକୁ ନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା-ସବୁ ବିଭାଗର ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ-ପାଣି ଛାଡ଼ିବା ପରେ ମରାମତି କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ-ସ୍ୱାସ୍ଥ୍ୟ ସେବା ଏବଂ ପିଇବା ପାଣି ଉପରେ ଫୋକସ-ଗ୍ରାଉଣ୍ଡରେ ଯଥେଷ୍ଟ ଡାକ୍ତରୀ ଟିମ ରଖିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ-ନିଶା ନିବାରଣ ଅଭିଯାନକୁ ସଫଳ କରିବା ଉପରେ ଆଲୋଚନା -ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ l
