ନବମ_ପିଲାଙ୍କୁ_ନଡ଼ିଆ_ବାହୁଙ୍ଗା_ବ୍ୟାଟ୍‌ରେ_ମାଡ଼

ନବମ_ପିଲାଙ୍କୁ_ନଡ଼ିଆ_ବାହୁଙ୍ଗା_ବ୍ୟାଟ୍‌ରେ_ମାଡ଼-ରାୟଗଡ଼ାରେ ମଙ୍ଗଳ ବିଭାଗ ପରିଚାଳିତ ଏକ ସ୍କୁଲ୍‌ ହଷ୍ଟେଲରେ ବର୍ବରତା-ରାୟଗଡ଼ା ଜିଲ୍ଲା ରିବଲକୋଣା ଏସ୍‌ଏସ୍‌ଡି ସରକାରୀ ହାଇସ୍କୁଲ୍‌ରେ ବର୍ବରତା-୨୭ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଦଶମ ଶ୍ରେଶୀ ଛାତ୍ର-ନଡ଼ିଆ ବାହୁଙ୍ଗା ଓ କ୍ରିକେଟ ବ୍ୟାଟରେ ଜଣେ ପରେ ଜଣେ ଛାତ୍ରଙ୍କୁ ମାଡ଼-ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ-ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଚାନ୍ଦିଲି ଥାନାରେ ଏତଲା କଲେ-ଘଟଣାକୁ ସ୍ବୀକାର କଲେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ-ଘଟଣା ଦୁର୍ଭାଗ୍ୟଜନକ, ପ୍ରଧାନ ଶିକ୍ଷକଙ୍କୁ ସୋ କଜ୍‌ ହୋଇଛି କହିଲେ ଜିଲ୍ଲାପାଳ l

Leave a Reply

Your email address will not be published. Required fields are marked *