ଝାଡ଼ଖଣ୍ଡ_ବିଧାନସଭା_ଘେରିବେ ଛାତ୍ର

ଝାଡ଼ଖଣ୍ଡ_ବିଧାନସଭା_ଘେରିବେ_ଛାତ୍ର-ଝାଡ଼ଖଣ୍ଡରେ ତୀବ୍ର ହେଉଛି ଛାତ୍ର ଆନ୍ଦୋଳନ-ଆଜି ବିଧାନସଭା ଘେରିବାକୁ ଛାତ୍ରଙ୍କ ଯୋଜନା-କାଲି ସରକାରଙ୍କ ସହ ଆଲୋଚନା ବିଫଳ ପରେ ଘେରିବେ ବିଧାନସଭା-ଏଭଳି ନ କରିବାକୁ ଛାତ୍ରଙ୍କୁ ଝାଡ଼ଖଣ୍ଡ ସରକାରଙ୍କ ଅପିଲ୍-କୌଣସି ହିଂସା ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ-ସଂପୃକ୍ତ ଅଞ୍ଚଳରେ BNS ୧୬୩ ଲାଗୁ କଲେ ସରକାର-JPSC ପରୀକ୍ଷା ବାତିଲ୍ ସହ ସିବିଆଇ ତଦନ୍ତ ଦାବିରେ ଅଟଳ ଛାତ୍ର-୧୭ ଦିନ ହେଲାଣି ରାଞ୍ଚିରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ l

Leave a Reply

Your email address will not be published. Required fields are marked *