ଆମେରିକାରେ_ଅଦିନିଆ_ସ୍ନାନଯାତ୍ରା
ଆମେରିକାରେ_ଅଦିନିଆ_ସ୍ନାନଯାତ୍ରା-ଆମେରିକାରେ ପୁଣି ଅଦିନିଆ ସ୍ନାନଯାତ୍ରା-ବର୍କଲିରେ ଆୟୋଜିତ ହେଲା ଅଦିନିଆ ସ୍ନାନଯାତ୍ରା-ଗଜପତି ମହାରାଜାଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ମାନୁନି ଇସ୍କନ-କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ପ୍ରତିବାଦ l
