ସାର_କଳାବଜାରୀ_କଲେ_ଆକ୍ସନ
ସାର_କଳାବଜାରୀ_କଲେ_ଆକ୍ସନ: ମନ୍ତ୍ରୀ-ସାର କଳାବଜାରୀ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ-କଳାବଜାରୀ ରୋକିବା ପାଇଁ ଗଠନ ହୋଇଛି ଏନଫୋର୍ସ ଟିମ୍-ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସୂଚନା-ଏବେ ରାଜ୍ୟରେ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ଅଛି-୨ ଲକ୍ଷ ୬ ହଜାର ୩୬୮ ଟନ୍ PACS କୁ ଦିଆସରିଛି-୧୪୨୬ ଟନ୍ ଡିଲରଙ୍କୁ ଦିଆଯାଇଛି; ୨୯ ହଜାର ଟନ୍ ସାର ଷ୍ଟକ୍ ଅଛି l
